ରକ୍ତ ନାସିକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ରକ୍ତ ନାସିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ରକ୍ତ + ନାସିକା; ବହିବ୍ରୀହି) ସମ୍ପାଦନା

ନାଲି ନାକଯୁକ୍ତ —Having red nose.

ବିଶେଷ୍ୟ - ସମ୍ପାଦନା

ପେଚକ; ପେଚା —The owl.