ରକ୍ତ ଧାତୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. (କର୍ମଧା) ରକ୍ତବର୍ଣ୍ଣ ଧାତୁ —୧. Any red metal.
୨. ତାମ୍ର;ତମ୍ୱା — ୨. Copper.
୩. ଗେରୁ ମାଟି —୩. Red chalk;
red ochre.

୪. (ରୂପକ) ଦେହସ୍ଥ ଧାତୁ ବିଶେଷ; ଭକ୍ତ —୪. The blood; an element of the body.
୫. ହରିତାଳ —୫. Orpiment (Apte).