ରକ୍ତ ତ୍ରିବୃତ୍

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା
୧. ନାଲି ତୁହୁଡ଼ି ଲତା —୧. A sort of creeper; Operculina Turpethum.

(ତୁହୁଡ଼ି ଦେଖ)

୨. ମସୂର (ଡ଼ାଲି) —୨. A sort of lentil; Lens Esculenta; Ervum Hirsutem.
୩. ଖେସାରି (ଡ଼ାଲି) —୩. A sort of lentil; Ervum Ciccalens; Lathyrus Sativus.