ରକ୍ତ ଚିତ୍ରକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

କ୍ଷୁପବିଶେଷ; ନାଲି ଚିତାଗୁଳ୍ମ; ରଙ୍ଗଚିତା — Plumbago Roses; Plumbago Coccinea.

(ଦ୍ର—ଏଥିର ଫୁଲ ନାଲିଆ; ଏହାର ମୂଳ ବିଷାକ୍ତ ଏହାକୁ ବାଟି ଦେହରେ ଲଗାଇ ଦେଲେ ଚମଡ଼ା ସିଝିଯାଇ ଘାଆ ଓ ଫୋଟକା ହୋଇ ଯାଏ ଏହା ମଧ୍ୟ ଔଷଧରେ ରାସାୟନାଦି କାର୍ଯ୍ୟରେ ଲାଗେ)