ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ରକ୍ତ ଚକ୍ଷୁଃ
ଭାଷା
ଦେଖିବେ
ସମ୍ପାଦନା
ରକ୍ତ ଚକ୍ଷୁଃ
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Rakta chakshuḥ
ଆଇ.ପି.ଏ.
— ɾˈʌkto tʃˈʌkʰkʰuh
ରକ୍ତନେତ୍ର, ରକ୍ତ ଲୋଚନ
ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା
୧. (ରୋଗ, ନିଶା, କ୍ରୋଧ ବା ଶୋକାଦିଜନିତ) ଆଖି ରକ୍ତବର୍ଣ୍ଣ ହେବା; ରଙ୍ଗ ଆଖି — ୧. Effusion of blood in the globe of the eye; blood-shot eye; Hæmalopia.
୨. ନାଲିଆଖି; ରାଗରେ ଆରକ୍ତଲୋଚନ —୨. Eyes reddened through a fit of anger.