ରକ୍ତ ଘେରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ରକ୍ତଘୋରା ବୁଲିବା—କ୍ରି]

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କୌଣସି ବ୍ୟକ୍ତିର ଚାରି ପାଖରେ ବାରମ୍ୱାର ଘୁରି ବୁଲିବା —୧. Going round and round a person.
୨. ମଣ୍ଡଳାକାରରେ ଘୁରିବା — ୨. Whirling in a circle.