ରକ୍ତ ଗୁଳ
ରକ୍ତ ଗୁଳ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - ସମ୍ପାଦନା
ମୂଢ଼ଗର୍ଭ ରୋଗ; ସ୍ତ୍ରୀଲୋକଙ୍କର ଗୁଳ୍ମବୃଦ୍ଧି ରୋଗ— ବିଶେଷ; କଇଞ୍ଚିଆ ବେମାରି —A female disease; a hard lump formed in the abdomen; ovarian tumour; Scirrhus of the ovarium.
[ଦ୍ରଷ୍ଟବ୍ୟ —ଏହା ପେଟ ଭିତରେ କ୍ରମେ କ୍ରମେ ବଢ଼ି ପେଟଯାକ ପୂର୍ଣ୍ଣହୋଇଯାଏ ଓ ପ୍ରସ୍ରାବ, ଝା଼ଡ଼ା ବନ୍ଦ କରାଇ ଶେଷରେ ମାରିଦିଏ]