ରକ୍ତ ଗରମ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ରକ୍ତ ଚହଟିବା—ଅନ୍ୟରୂପ]

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ଲକ୍ଷଣାର୍ଥ) ହଠାତ୍ କ୍ରୋଧରେ ଅସ୍ଥିର ହେବା; ପିତ୍ତ ଚହଟିବା — ୧. (figurative) Being in a fit of rage.
୨. ବାତୁଳ ହୋଇଯିବା —୨. Becoming mad.