ରକ୍ତ ଗଙ୍ଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ରକ୍ତନଦୀ—ଅନ୍ୟରୂପ଼]

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ ଶବ୍ଦ କିନ୍ତୁ ଦେଶଜ ବ୍ୟବହାର) ସମ୍ପାଦନା

(ଯୁଦ୍ଧ— କ୍ଷେତ୍ରାଦିରେ ଓ ଜୀବହତ୍ୟା ସ୍ଥାନରେ) ନଦୀ ପ୍ରବାହ ପରି ଧାରାକାରରେ ବହୁଥିବା ରକ୍ତସ୍ରୋତଃ; ଭୟଙ୍କର ରକ୍ତପ୍ରବାହ —River of blood; copious flow of blood (on a field of battle or in a slaughter-house).