ରକ୍ତ କୁସୁମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ପାରିଭଦ୍ର; ପାଳଧୁଆ ଗଛ —୧. The coral tree; Erithrina Falgens.
୨. ତାମଣ ଗଛ; ଧନ୍ୱନ ବୃକ୍ଷ — ୨. A wild timber tree; Cordia Macleodii.
୩. ରକ୍ତକଞ୍ଚନ —୩. The red flowered variety of Kaṅchana tree.
୪. ରକ୍ତ ଅରଖ ଗଛ —୪. The red variety of Arka plant.