ରକ୍ତ କାର୍ପାସିକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ରକ୍ତକାର୍ପାସ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ନାଲି କପା —The rod-flowered variety of the cotton plant.

[ଦ୍ରଷ୍ଟବ୍ୟ —ଏହା ମଧୁରକଷାୟରସ, ଈଷତ୍ ଉଷ୍ଣବୀର୍ଯ୍ୟ, ସ୍ତନ୍ୟବର୍ଦ୍ଧକ ଓ ବଳକର—ଦ୍ରବ୍ୟଗୁଣ]