ରକ୍ତ କାନ୍ଦିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେ଼.କ୍ରିୟାପଦ - ସମ୍ପାଦନା

୧. ଅତି ମାନସିକ ଯନ୍ତ୍ରଣା ଭୋଗକରିବା — ୧. To Suffer a great mental agony.
୨. ଅତି ବିକଳଭାବରେ କାନ୍ଦିବା — ୨. To weep very piteously;

(ପ୍ରୟୋଗ— ଅମୁକ ଜମିଦାରଙ୍କ ଜୁଲମ୍ରେ ଲୁହ ନ କାନ୍ଦି ରକ୍ତ କାନ୍ଦୁଛନ୍ତି ତୁଳନା କର ଇଂ His heart bleeds)