ରକ୍ତ କାଞ୍ଚନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ରକ୍ତ କଞ୍ଚଣ[ନ]—ଦେଶଜ - ରୂପ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ନାଲି ଫୁଲବିଶିଷ୍ଟ କାଞ୍ଚନ ଗଛ — The red—flowered variety of mountain edony; Bouhenia variegata.

[ଦ୍ରଷ୍ଟବ୍ୟ —ଏହି କାଞ୍ଚନ ଜାତୀୟ ଦୀର୍ଘ ବନ୍ୟ ତରୁ ଏହା ଶୀତବୀର୍ଯ୍ୟ, ଧାରକ; କଷାୟରାସ, କଫଘ୍ନ ଓ ପିତ୍ତନାଶକ, ଏହା ଶ୍ୱେତ କାଞ୍ଚନସଦୃଶ ଗୁଣଯୁକ୍ତ]