ରକ୍ତ କନ୍ଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ରକ୍ତ କନ୍ଦକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -(ବହୁବ୍ରୀହି) ସମ୍ପାଦନା

୧. ପ୍ରବାଳ; ପୋହଳା — ୧. Coral.
୨. ପିଆଜ (ହିନ୍ଦୀ - ଶବ୍ଦସାଗର) — ୨. Onion.
୩. ନାଲି ଆଳୁ (ହିନ୍ଦୀ - ଶ.) —୩. Red-bulbed yam.