ରକ୍ତ କନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେ଼. ବିଶେଷ୍ୟ - ସମ୍ପାଦନା

୧. ରକ୍ତାକ୍ତ ବସ୍ତ୍ରଖଣ୍ଡ —୧. Rag soaked with blood.
୨. ଋତୁ ସମୟରେ ସ୍ତ୍ରୀମାନଙ୍କଦ୍ୱାରା ପରିହିତ ହେବା ଯୋଗୁଁ ରକ୍ତାକ୍ତ ବସ୍ତ୍ରଖଣ୍ଡ; ତଳି କନା —୨. Raga used by 'females during menses and soaked with the menstrual blood; sanitary rag or towel.
୩. ପ୍ରସବ କାଳରେ ଗର୍ଭରୁ ସ୍ରବି ଥିବା ରକ୍ତାଦିରେ ବୁଡ଼ିଥିବା କନା —୩. Bloody rag; rage soaked with bloody discharge from the womb at child-birth.