ରକ୍ତ ଆମାଶା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ରକ୍ତ ଆମାଶୟ—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରକ୍ତାମାଶୟ) ସମ୍ପାଦନା

୧. ଝଡ଼ା ସଙ୍ଗେ ରକ୍ତ ପଡ଼ିବା ରୋଗ —୧. A disease accompanied with bloody stools.
୨. ରକ୍ତାତିସାର; ନାଳରକ୍ତ ଝାଡ଼ା — ୨. Dysentery.