ରକ୍ତ ଆବୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରକ୍ତ ଓ ଅର୍ବୁଦ) ସମ୍ପାଦନା

ପ୍ରସବ ସମୟରେ ଶିଶୁର ମୁଣ୍ଡରେ ଖୁବ୍ ଚାପ ପଡ଼ିବା ଯୋଗୁଁ ତା ମୁଣ୍ଡରେ ବାହାରିବା ରକ୍ତ ବର୍ଣ୍ଣର ଆବୁ (ଡାକ୍ତର ରାଜକିଶୋର—ପ୍ରସୂତିଚର୍ଯ୍ୟା) —Haematoma.