ରକ୍ତାରକ୍ତି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -(ବଙ୍ଗଳାରୁ ଅନୁକୃତ)

ସମ୍ପାଦନା

ପରସ୍ପର ରକ୍ତପାତ ପୂର୍ବକ ଦ୍ୱନ୍ଦଯୁଦ୍ଧ —Mutual fighting ending in bloodshed or bleeding wounds.

ବିଶେଷଣ -

ସମ୍ପାଦନା

ପରସ୍ପର ରକ୍ତବୁହା ବୋହି ହୋଇ ଦ୍ୱନ୍ଦ ଯୁଦ୍ଧ କରୁଥିବା (ବ୍ୟକ୍ତିଦ୍ୱୟ) —(two persons) Fighting with each other, so that bleeding wounds are produced.