ରକ୍ତାରକ୍ତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ବଙ୍ଗଳାରୁ ଅନୁକୃତ) ସମ୍ପାଦନା

ପରସ୍ପର ରକ୍ତପାତ ପୂର୍ବକ ଦ୍ୱନ୍ଦଯୁଦ୍ଧ —Mutual fighting ending in bloodshed or bleeding wounds.

ବିଶେଷଣ - ସମ୍ପାଦନା

ପରସ୍ପର ରକ୍ତବୁହା ବୋହି ହୋଇ ଦ୍ୱନ୍ଦ ଯୁଦ୍ଧ କରୁଥିବା (ବ୍ୟକ୍ତିଦ୍ୱୟ) —(two persons) Fighting with each other, so that bleeding wounds are produced.