ରକ୍ତବୀଜ ବଂଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ରକ୍ତବୀଜ ଅସୁର ପରି ଯାହାର ବଂଶ ମାଡ଼ି ଯାଉଥାଏ (ଯଥା—ଛାରପୋକ) — A term applied to being who multiply swiftly.

[ଦ୍ରଷ୍ଟବ୍ୟ —କୌଣସି ଲୋକର ବଂଶବୃଦ୍ଧି ହେଲେ ବା ବହୁସନ୍ତାନ ଜନ୍ମିଲେ ଲୋକ କହନ୍ତି. ତା ବଂଶ ରକ୍ତବୀଜ ଭଳି ମାଡ଼ି ଯାଉଛି]