ରକ୍ତପଦୀ
[ ଅନ୍ୟ ସଂ—ଲଜ୍ଜାବତୀ, ଲଜ୍ଜାଳୁ, ନମସ୍କାରୀ, ଗଣ୍ଡକାଳୀ, ସମଙ୍ଗା, ଖଦିରୀ,]
ଲଜ୍ଜଳୁ; ଲାଜକୁଳୀ କ୍ଷୁପ — A sensitive creeper or plant; Lycopodium; Mymosa Pudica.
[ ଦ୍ର—ଏହା ପ୍ରକୃତରେ ଲତା ନୁହେ; କ୍ଷୁପ ଅଟେ, ବିନ୍ତୁ ଭୂମିରେ ମାଡ଼େ]