ରକ୍ତକାଣ୍ଡ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ନାଲି ପୁରୁଣୀ ଶାଗ —Red variety of hogweed; Serpent Ophyoxilon; Baerhavia Alata Rubra.

[ଦ୍ରଷ୍ଟବ୍ୟ —କଥିତ ଅଛି ଯେ ନକୁଳ ବା ନେଉଳ ସାପଦ୍ୱାରା ଦଷ୍ଟ ହେଲେ ଏହି ଗଛର ଚେରକୁ ଖାଇ ସର୍ଷ—ଦଂଶନଜ୍ୱାଳାରୁ ମୁକ୍ତ ହୁଏ ସାଧାରଣତଃ ଏ ଗଛକୁ 'ଅମରମୌଷଧି' କହନ୍ତି]