ରକ୍ତକଣ୍ଠୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ରକ୍ତକଣ୍ଠା, ରକ୍ତକଣ୍ଠୀ—ସ୍ତ୍ରୀ 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ରକ୍ତ=ସୁଶ୍ରାବ୍ୟ+କଣ୍ଠ= ସ୍ୱର ଯାହାର) ସମ୍ପାଦନା

୧. ମନୋହର କଣ୍ଠ ନାଲିଆ —୧. Red-necked.
୨. ସୁକଣ୍ଠ; ଯାହାର ସ୍ୱର ସୁମିଷ୍ଟ —୨. Having a melodious tone or voice.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. କୋକିଳ (ହିନ୍ଦୀ - ଶ.) —୧. Indian cuckoo.
୨. ବାଇଗଣ (ହିନ୍ଦୀ - ଶ.) —୨. Brinjal.
୩. ହରଡ଼ ଚଢ଼େଇ; ହରୀତ (ଦେ଼ଖ) (ଦ୍ରବ୍ୟଗୁଣ) — ୩. Harīta (See)