ରକ୍ତକଣ୍ଠୀ
ରକ୍ତକଣ୍ଠୀ
ଉଚ୍ଚାରଣ
ସମ୍ପାଦନାରକ୍ତକଣ୍ଠା, ରକ୍ତକଣ୍ଠୀ—ସ୍ତ୍ରୀ
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ରକ୍ତ=ସୁଶ୍ରାବ୍ୟ+କଣ୍ଠ= ସ୍ୱର ଯାହାର)
ସମ୍ପାଦନା- ୧. ମନୋହର କଣ୍ଠ ନାଲିଆ —୧. Red-necked.
- ୨. ସୁକଣ୍ଠ; ଯାହାର ସ୍ୱର ସୁମିଷ୍ଟ —୨. Having a melodious tone or voice.
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. କୋକିଳ (ହିନ୍ଦୀ - ଶ.) —୧. Indian cuckoo.
- ୨. ବାଇଗଣ (ହିନ୍ଦୀ - ଶ.) —୨. Brinjal.
- ୩. ହରଡ଼ ଚଢ଼େଇ; ହରୀତ (ଦେ଼ଖ) (ଦ୍ରବ୍ୟଗୁଣ) — ୩. Harīta (See)