ରକ୍ତକଣ୍ଠ

ଉଚ୍ଚାରଣ

ସମ୍ପାଦନା
ରକ୍ତକଣ୍ଠା,ରକ୍ତକଣ୍ଠୀ—ସ୍ତ୍ରୀ 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ରକ୍ତ=ସୁଶ୍ରାବ୍ୟ+କଣ୍ଠ= ସ୍ୱର ଯାହାର)

ସମ୍ପାଦନା
୧. ମନୋହର କଣ୍ଠ ନାଲିଆ —୧. Red-necked.
୨. ସୁକଣ୍ଠ; ଯାହାର ସ୍ୱର ସୁମିଷ୍ଟ —୨. Having a melodious tone or voice.

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା
୧. କୋକିଳ (ହିନ୍ଦୀ - ଶ.) —୧. Indian cuckoo.
୨. ବାଇଗଣ (ହିନ୍ଦୀ - ଶ.) —୨. Brinjal.
୩. ହରଡ଼ ଚଢ଼େଇ; ହରୀତ (ଦେ଼ଖ) (ଦ୍ରବ୍ୟଗୁଣ) — ୩. Harīta (See)