ରକ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - (ଧ୍ୱନ୍ୟନୁ କରଣ) ଅ ସମ୍ପାଦନା

୧. ଶରୀରର ଚର୍ମନିମ୍ନସ୍ଥ ହାଡ଼ର ଗଣ୍ଠି ଖସିଯିବା ଯୋଗୁଁ ସ୍ୱାନୁଭୂତ ରକ୍ ରକ୍ ଶବ୍ଦ —୧. A croaking or cracking sound or sensation experienced when a oin—joint is dislocated.
୨. ସବାରିର ବାଉଁଶ ଆଦିର ମୂଳ ସ୍ୱସ୍ଥାନବିଚ୍ୟୁତ ହେବା ଯୋଗୁଁ ମଚକିବା ବା ମଚ୍ ମଚ୍ ଶବ୍ଦ କରିବା —୨. A squeaking sound produced by a piece of woodwork dis located from its proper groove.
୩. ରକା ପଶିବା ସ୍ଥାନରେ ବେଦନା ଅନୁଭୂତ —୩. Spasm or spasmodic pain (e.g. at the neck and at the sides) due to wind