ରକ୍
ରକ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - (ଧ୍ୱନ୍ୟନୁ କରଣ) ଅ
ସମ୍ପାଦନା- ୧. ଶରୀରର ଚର୍ମନିମ୍ନସ୍ଥ ହାଡ଼ର ଗଣ୍ଠି ଖସିଯିବା ଯୋଗୁଁ ସ୍ୱାନୁଭୂତ ରକ୍ ରକ୍ ଶବ୍ଦ —୧. A croaking or cracking sound or sensation experienced when a oin—joint is dislocated.
- ୨. ସବାରିର ବାଉଁଶ ଆଦିର ମୂଳ ସ୍ୱସ୍ଥାନବିଚ୍ୟୁତ ହେବା ଯୋଗୁଁ ମଚକିବା ବା ମଚ୍ ମଚ୍ ଶବ୍ଦ କରିବା —୨. A squeaking sound produced by a piece of woodwork dis located from its proper groove.
- ୩. ରକା ପଶିବା ସ୍ଥାନରେ ବେଦନା ଅନୁଭୂତ —୩. Spasm or spasmodic pain (e.g. at the neck and at the sides) due to wind