ରକା ଧରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ରକା ପଶିବା, ରକା ଲାଗିବା—ଅନ୍ୟରୂପ)

(ରକା ଛାଡ଼ିବା—ବିପରୀତ)

ଦେଶଜ - ବିଶେଷ୍ୟ - ସମ୍ପାଦନା

ପବନ ଅଟକି ଯିବା; ଦେହମଧ୍ୟସ୍ଥ କୁପିତବାୟୁ ସ୍ୱସ୍ଥାନ ତ୍ୟାଗ ପୂର୍ବକ ବେଳକୁ ବା ପ୍ରିଠିକୁ ବା କଙ୍କାଳକୁ ଆଶ୍ରୟ କରି ବେଦନା ଦେବା — Suffering of spasms due to wind