ରକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ରକ୍ ରକ୍ ଅନୁଭୂତ ହେଉଥିବାରୁ) ସମ୍ପାଦନା

କଙ୍କାଳ, ବେକ ପ୍ରଭୃତିରେ ଅଟକି ଯାଇ ବେଦନା ଦେବା ଶରୀରସ୍ଥ କୃପିତାବାୟୁ; ଚୋର —A stitch; stitching pain; acute pain felt inside parts of the body due to the stoppage of air circulation in those parts.

[ଦ୍ରଷ୍ଟବ୍ୟ —ସମୟସମୟରେ ହଠାତ୍ ବେକରେ ପିଠିରେ ବା କଙ୍କାଳରେ ପବନ ଅଟକି ଗଲେ (ରକା ପଶିଲେ) ବେକକୁ ବା କଙ୍କାଳଙ୍କୁ ବୁଲାଇ ହୁଏ ନାହିଁ ଓ ବୁଲାଇଲା ବେଳକୁ ଅତ୍ୟନ୍ତ କଷ୍ଟ ଓ ବେଦନା ହୁଏ ଓ ଶ୍ୱାସ ପ୍ରଶ୍ୱାସ ନେବାକୁ ମଧ୍ୟ କଷ୍ଟ ବୋଧ ହୁଏ ଏହାକୁ ସାଧାରଣ ଲୋକେ 'ଚୋର ପଶିବା' ବୋଲି କହନ୍ତି ରକା ପଶିଥିବା ଅଙ୍ଗର ଚମଡ଼ାକୁ ହାତଦ୍ୱାରା ଚିମୁଟି କରି ଓଟାରି ଧରି ଓ ଝଡ଼ାଫୁଙ୍କା କରି ରକା ଛଡ଼ାଇ ଜାଣିବା ଲୋକେ ରକା ଛଡ଼ାନ୍ତି ଡାକ୍ତର— ମାନେ ରକା ଧରିଥିବା ଲୋକକୁ ବୈଦ୍ୟୁତିକ ଯନ୍ତ୍ର (Battery) ଧରାଇ ରକାକୁ ଛଡ଼ାନ୍ତି]

ପ୍ରାଦେଶିକ - (ସମୁଲପୁର) ବିଶେଷ୍ୟ - ସମ୍ପାଦନା

ହାଡ଼ର ଖଞ୍ଜା ଖସିଯିବା —Dislocation of a bone.

ପ୍ରା—(ମେଦିନୀପୁର) ବିଶେଷ୍ୟ - ସମ୍ପାଦନା

ରୋକା; ରସିଦ — A slip of paper containing an order or receipt.