ରକମ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆ) ସମ୍ପାଦନା

୧. ଶ୍ରେଣୀ; ପ୍ରକାର — ୧. Kind; sort; class.
୨. ଧରଣ; ରୀତି —୨. Mode.
୩. କିସ୍ମତ୍; ହିଁସା; ଅଂଶ —୩. Share.

(ଯଥା—ଜମିଦାରିର ରକମ ତିନି ଅଣା—ଜମିଦାରୀର ୩/୧୬: ଅଂଶ)

୪. ସାମଗ୍ରୀ; ଚିଜ; ବସ୍ତୁ; ପଦାର୍ଥ —୪. Thing; article.

(ଯଥା— ନାନା ରକମ, ବଣିଆତି ରକମ, ଅଉଲ ରକମ, ଉନ୍ଦା ରକମ୍, ହରେକ୍ ରକମ)