ରକବା ଜମାଖରଚ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଅ) (କଚିରିଆ) ସମ୍ପାଦନା

ଯେଉଁ ଜମିଦାରିଆ କାଗଜରେ ମୌଜାର ଭିନ୍ନ ଭିନ୍ ଶ୍ରେଣୀର ଜମିର ପରିମାଣ ଲେଖାଥାଏ ଓ ସମସ୍ତ ପ୍ରକାରର ଜମିର ମୋଟ ପରିମାଣ ମଧ୍ୟ ହିସାବ କରାଯାଇଥାଏ —A statement in which the

areas of different classes of lands and the whole area of the lands of a village are specifically mentioned.