ରକଟିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ହାଡ଼ରେ ଲାଗିଥିବା ମାଂସର କ୍ଷୁଦ୍ର ଅଂଶକୁ ପୃଥକ୍ କରିବା ପାଇଁ ଉକ୍ତହା଼ଡ଼କୁ ଦାନ୍ତଦ୍ୱାରା ପୁନଃ ପୁନଃ ଚର୍ବଣ କରିବା —To nibble at a hard thing With the teeth to spparate the softer parts adhering to it (e.g. bone).