ରକଟା ଛଡ଼ାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଅଇଣ୍ଠା ବା ଶଙ୍ଖୁଡ଼ି ବାସନକୁ ପାଣିରେ ବତୁରାଇ ଓ ଉତ୍ତମ— ରୂପେ ମାଜି ତହିଁରେ ଲାଗି ଶୁଖିଯାଇଥିବା ଖାଦ୍ୟ ଦ୍ରବ୍ୟର ଜଣାମାନଙ୍କୁ ତଡ଼ା ଛଡ଼ାଇବା —୧. To cleacse the darticles of food etc. sticking to a plate remaining long unwashed ofter use use.
୨. କୌଣସି ପଦାର୍ଥରେ ବସିଥିବା ମଳିକୁ ପରଷ୍କାର କରିବା —୨. To cleanse the dirt sticking to an article.