ରଉ ଆନା
ରଉ ଆନା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
(ରବାନା—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଆରବୀ - ରବାନା) ସମ୍ପାଦନା
- ୧. ରମାନା; ଅନ୍ୟତ୍ର ଗମନାର୍ଥ କୌଣସି ସ୍ଥାନ ତ୍ୟାଗ; ଯାତ୍ରା — ୧. Starting from a place.
- ୨. ଦ୍ରବ୍ୟାଦିର ଚାଲାଣ; ସ୍ଥାନାନ୍ତର ପ୍ରେରଣ — ୨. The sending of a thing from one place to another.
[ଦ୍ରଷ୍ଟବ୍ୟ —ଏହି ଆରବୀ 'ରବାନା' ଶବ୍ଦରୁ ଆରବୀ 'ପରବାନା' (ଅର୍ଥାତ୍ ପ୍ରେରିତ ଆଦେଶ) ଶବ୍ଦର ଉତ୍ପତ୍ତି]