ରଇ ଶୀତଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ରାଇଶୀତଳା—ଅନ୍ୟରୂପ]

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଶବଦାହର ତୃତୀୟ ଦିନ ଚିତାଗ୍ନିର ନିର୍ବିପନ କର୍ମ —The rite of formal sprinkling of water or extinguishing the funeral fire on third day of cermation.

[ଦ୍ରଷ୍ଟବ୍ୟ —ଏ ଦିନ ମନ୍ତ୍ରାଦି ପାଠପୂର୍ବକ ରଇରେ ପାଣି ଢାଳି ଅଗ୍ନିକୁ ଲିଭାଇ ତହିଁରୁ ଖଣ୍ଡିଏ ଅର୍ଦ୍ଧଦଗ୍ଧ ଅସ୍ଥି ସଂଗ୍ରହ କରି ଭବିଷ୍ୟତରେ ଗଙ୍ଗାଆଦି ତୀର୍ଥରେ ପକାଇବା ପାଇଁ ରଖାଯାଏ]