ରଇତ ଭାଗିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ଜୟପୁର) ବିଶେଷ୍ୟ - ସମ୍ପାଦନା

ଖମାରୋଇ; ରଇତମାନଙ୍କ— ଠାରୁ ଖଜଣା ଅସୁଲ କରିବାକୁ ଓ ଜମିବାଡ଼ି ଦେଖା ଶୁଣା କରିବାକୁ ନିଯୁକ୍ତ ଭୃତ୍ୟ (ମହାରାଜ ବିକ୍ରମ— ଉତ୍କଳ ସାହିତ୍ୟ) —A servant who is engaged to supervise his master's agriculture and tenantry.