ରଇତ ଉଠେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ରଇତକୁ ଉଠା(ଠେ)ଇ ଦେବା—ଅନ୍ୟରୂପ]

ଦେଶଜ - କ୍ରି. ସମ୍ପାଦନା

ରଇତର ଅଧିକୃତ ବୃତ୍ତିରୁ ରଇତ ଦଖଲକୁ ଉଚ୍ଛେଦ କରିବା — To evict a rayat from a holding.