ରଇତାନି
ରଇତାନି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାରଇତାନି
|
(ରଇତିଆ, ରଇତିଆନି—ଦେଶଜ - ବିଶେଷଣ - ରୂପ)
ଅନୁବାଦ
ସମ୍ପାଦନାରଇତାନି
|
ବୈଦେଶିକ - ବି—(ଆରବୀ - ରାୟାତାନ୍, ବହୁବଚନ)
ସମ୍ପାଦନାରଇତମାନେ; ରଇତ ମଣ୍ଡଳୀ —Rayats; a body of rayats.
ବିଶେଷଣ -
ସମ୍ପାଦନା- ୧. ରଇତଦ୍ୱାରା ଅଧିକୃତ (ଭୂମି) — ୧. Held by a rayat.
- ୨. ରଇତି; ରଇତ ସମ୍ୱନ୍ଧୀୟ —୨. Relating to a rayat.
(ଯଥା—ରଇତାନି ଖତିଆନ)