ରଇଜଳା
ରଇଜଳା
ଉଚ୍ଚାରଣ
ସମ୍ପାଦନା(ରଇଜଳୀ—ସ୍ତ୍ରୀ)
ଅନୁବାଦ
ସମ୍ପାଦନାରଇଜଳା
|
ଦେଶଜ - ବିଶେଷଣ - ପୁଲିଙ୍ଗ - (ସ୍ତ୍ରୀଲୋକଙ୍କ ଗାଳି;—ତୁ ରଇରେ ବା ଚିତାଗ୍ନିରେ ଜଳି ଭସ୍ମ ହୋ)
ସମ୍ପାଦନାଯେ ଶୀଘ୍ର ଚିତାଗ୍ନିଦ୍ୱାରା ଭସ୍ମୀଭୂତ ହେବ (ଅର୍ଥାତ୍ ମରିବ) — (a curse or abuse) (a person) Who will soon be burnt in a funeral pyre.