ରଆ ତାଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

ରାଆଁଳି; ଯେଉଁ ଗରିବମାନେ ଧାନକଟା ସମୟରେ ବିଲରେ ପଡ଼ିଥିବା ଧାନକେଣ୍ଡାମାନ ଖୁଣ୍ଟନ୍ତି ଓ ଧାନକେଣ୍ଡା ଛିଣ୍ଡଇ ଦିଅନ୍ତି —Poor people who watch the reaping of paddy and pick up the stalks of grain fallen from the reaper's sheaves.