ଯୋଗାଇବା
ଯୋଗାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଯୋଗାଇବା
|
ଦେଶଜ - କ୍ରି. (ସଂସ୍କୃତ - ଯୁଜ୍ ଧାତୁ)
ସମ୍ପାଦନା- ୧. (ସକର୍ମକ)ଆବଶ୍ୟକ ବସ୍ତୁ ଆଣି ପହଞ୍ଚାଇବା —୧. To supply.
- ୨. (ଅକର୍ମକ) (ବିବାହ, ବ୍ରତ ଆଦି) ଜ୍ୟୋତିଷ ମତରେ ଶୁଭଯୋଗ ଯୁକ୍ତ ହେବା —୨. To suit to the planets of a person's horoscope (said of marriage etc. which have to be performed if a person's stars are in auspicious positions.
(ଯଥା—ଝିଅକୁ ଆଗାମୀ ୨ ବର୍ଷକାଳ ବିଭା ଯୋଗାଉ ନାହିଁ)
- ୩. ଯୋଗ୍ୟ ହେବା —୩. To befit; to be fit for.
(ଯଥା—ଭାଇବୋହୁଠେଇଁ ବଥ ହେଲେ ଦେଖି ଯୋଗାଏ ନାହିଁ କି, ଛୁଇଁ ଯୋଗାଏ ନାହିଁ)
- ୪. (କୌଣସି କାର୍ଯ୍ୟ କରିବାକୁ) ଉଚିତ ହେବା —୪. To be proper; to becoming.
[ ଉ—ଋଜୁ ମୃଦୁ ହ୍ରୀମନ୍ତ ସତ୍ୟବାଦୀ ହୋଇ, ଏଡ଼େ ପାପ କଥା କରିବା ନ ଯୋଗାଇ କୃଷ୍ଣସିଂହ. ମହାଭାରତ. ବନ]
- ୫. ମନକୁ ପାଇବା —୫. To seem fitting; to accord to one's desires.
- ୬. ରୁଚିକର ହେବା; ରୁଚିବା — ୬. To suit one's tastes.
(ଉ— ଏ ମହାଭାରତକୁ କର୍ଣ୍ଣରେ ଶୁଣିଲେ, ଆନ କଥା ମନକୁ ନ ଯୋଗାଇ ଭଲେ କୃଷ୍ଣସିଂହ. ମହାଭାରତ. ଆଦି)