ଯେହ୍ନେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଯେହ୍ନେକ—ପଦ୍ୟବ୍ୟବହୃତ ରୂପ)

ଦେଶଜ - (ପଦ୍ୟ) ଅ (ପ୍ରା. ଯେହ୍ନେ) ସମ୍ପାଦନା

୧. ଯେଉଁପରି; ଯେପରି — ୧. As; like.

(ଉ—ଗନ୍ଧର୍ବେତ ଯୁଦ୍ଧରେ ଅଟନ୍ତି ମନୁଆଁ, ବାଜି କାଣ୍ଡ କ୍ରୋଧେ ଜଳିଲେ ଯେହ୍ନେ ନିଆଁ କୃଷ୍ଣସିଂହ. ମହାଭାରତ. ବନ)

୨. ସତେ ପରା; ସତେ ଅବା —୨. As if.