ଯେହି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ସର୍ବ (ସଂସ୍କୃତ - ଯତ୍+ହି) ସମ୍ପାଦନା

୧. ଯେ; ଯେଉଁ ବ୍ୟକ୍ତି; ଯେବଣ ଲୋକ —୧. Which person; who.

(ଉ—ସ୍ୱତନ୍ତ୍ର ପ୍ରଭୁ ଅଟେ ଯେହି ଜଗନ୍ନାଥ. ଭାଗବତ)

୨. ଯେଉଁ ପ୍ରାଣୀ —୨. Which animal; whichever animal.
୩. ଯେ କୌଣସି ବ୍ୟକ୍ତି ବା ପ୍ରାଣୀ —୩. Whoever.