ଯେସନେ
ଯେସନେ
ଉଚ୍ଚାରଣ
ସମ୍ପାଦନା[ଯେସନ(ନେ)କ—ପଦ୍ୟରେ ବ୍ୟବହୃତ ଆକାର]
ଅନୁବାଦ
ସମ୍ପାଦନାଦେଶଜ - (ପଦ୍ୟ) ଅ
ସମ୍ପାଦନା- ୧. ଯେଉଁ ପରି —୧. In which manner.
- ୨. ଯଥା —୨. As; like.
[ଉ— ବିବୁଧାଦ୍ରିରେ ଯେସନେକ ହୋଇ, ବାରଣେନ୍ଦ୍ର ଦଶନ ଭେଦି ରହି ଭଞ୍ଜ. ବୈଦେହୀଶବିଳାସ ସ୍ଥାବର ଜଙ୍ଗମଙ୍କଠାରେ, ପବନ ଯେସନେ ସଞ୍ଜରେ ଜଗନ୍ନାଥ. ଭାଗବତ ସମସ୍ତ ପୁଷ୍ପରୁ ଯେସନ, ଭୃଙ୍ଗ ଘେନଇ ସାରମାନ ଜଗନ୍ନାଥ. ଭାଗବତ]