ଯେସନ
ଯେସନ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
[ଯେସନ(ନେ)କ—ପଦ୍ୟରେ ବ୍ୟବହୃତ ଆକାର]
ଅନୁବାଦ ସମ୍ପାଦନା
ଦେଶଜ - (ପଦ୍ୟ) ଅ ସମ୍ପାଦନା
- ୧. ଯେଉଁ ପରି —୧. In which manner.
- ୨. ଯଥା —୨. As; like.
[ଉ— ବିବୁଧାଦ୍ରିରେ ଯେସନେକ ହୋଇ, ବାରଣେନ୍ଦ୍ର ଦଶନ ଭେଦି ରହି ଭଞ୍ଜ. ବୈଦେହୀଶବିଳାସ ସ୍ଥାବର ଜଙ୍ଗମଙ୍କଠାରେ, ପବନ ଯେସନେ ସଞ୍ଜରେ ଜଗନ୍ନାଥ. ଭାଗବତ ସମସ୍ତ ପୁଷ୍ପରୁ ଯେସନ, ଭୃଙ୍ଗ ଘେନଇ ସାରମାନ ଜଗନ୍ନାଥ. ଭାଗବତ]