ଯେବଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - (ପଦ୍ୟ) ସର୍ବ ସମ୍ପାଦନା

(ଏକ ବଚନ) ଯେଉଁ (ବ୍ୟକ୍ତି) — Which one; who.

[ଉ—ଅତି ସମରଥ ଯେବଣ ଲୋକ, ବୋଝ ଭାର ବୋହି ଲୋଚା ତା ବେକା ଢଗ ]

୨. ଯେଉଁ; ଯେ —୨. Which.

[ଉ—ଯେବଣ ପ୍ରକାରେ କାର୍ଯ୍ୟ ହୋଇବଟି ସିଦ୍ଧି ବିଶ୍ୱନାଥ. ବିଚିତ୍ରରାମାୟଣ]