ଯେପରି
ଯେପରି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
(ଯେପରିକି—ଅନ୍ୟରୂପ)
[ଯେପ(ପି)ରିକା—ଗ୍ରାମ୍ୟ - ରୂପ]
ଦେଶଜ - ଅ (ସଂସ୍କୃତ - ଯତ୍ପ୍ରକାରେଣ) ସମ୍ପାଦନା
- ୧. ଯେଉଁପ୍ରକାରେ — ୧. In which manner.
- ୨. ଯେଉଁକ୍ଷଣରେ ୨. No sooner than; as soon as.
- ୩. (ବାକ୍ୟରେ ଜୋର୍ ଦେବାପାଇଁ) ଫଳତଃ —୩. So that; be careful that.
[ଯଥା—ସାବଧାନ ରହିବ, କଥାଟା ଯେପରି ପ୍ରକାଶ ନ ହୁଏ ]
- ୪. ଯେଉଁପ୍ରକାରର —୪. Of which kind.
(ଯଥା—ସେପରି ଦିଅଁକୁ ସେପରି ପୂଜା, ବାଲି ଗରଡା଼କୁ ଚାଉଳ ଭଜା—ଢଗ]
- ୫. ଯଥା; ଉଦାହରଣସ୍ୱରୂପ —୫. As for instance.
(ଯଥା—ମରହଟ୍ଟିଆ ଲୋକେ ଛନ୍ଦ କପଟ ଜାଣନ୍ତି ନାହିଁ, ଯେପରି ରାମ ନନ୍ଦେ, ଶାମ ମିଶ୍ରେ)