ଯେଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ସଂସ୍କୃତ - ବିଶେଷ୍ୟ - ଅ. (ସଂସ୍କୃତ - ଯଦ୍ଧି) ସମ୍ପାଦନା

୧. (ଆଦରାର୍ଥକ) ଯେକି; ଯେଉଁଟି —୧. Which.
୨. ଯେ ଅଟେ —୨. Which is.

(ଉ—ଉଚ୍ଚରେ ଯେଟି ଦୁଇ ସହସ୍ର ଯୋଜନ କୃଷ୍ଣସିଂହ. ମହାଭାରତ. ବନ)

(ଯେଉଁଟି—ଅନ୍ୟରୂପ; ଯେଉଁଟା—ଅନାଦରାର୍ଥକରୂପ)