ଯେଉଁଠା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ସେଇ (ହି)ଠା—ଆପେକ୍ଷି ଶବ୍ଦ]

ଗ୍ରାମ୍ୟ - ସର୍ବନାମ ସମ୍ପାଦନା

୧. ଯେଉଁ ସ୍ଥାନ —୧. Which

[ଦ୍ରଷ୍ଟବ୍ୟ —ଏ ଶବ୍ଦର ୨ୟା ବିଭକ୍ତିରେ ଯେଉଁଠାକୁ, ୫ମୀ ବିଭକ୍ତିରେ ଯେଉଁଠାରୁ, ଯେଉଁଠୁଁ; ୬ଷ୍ଠୀରେ ଯେଉଁଠାର; ୭ମୀରେ ଯେଉଁଠାରେ, ପେଉଠା(ଠେ)ଇ, ଯେଉଁଠି ହୁଏ଼]

୨. ଯେଉଁ ସ୍ଥାନର —୨. Of which place.