ଯେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ସେ—ଆପେକ୍ଷିକ ଶବ୍ଦ)

ଦେଶଜ - ସର୍ବ.—(ସଂସ୍କୃତ - ଯଜ୍; ତୁଳ. ପ୍ରା, ଜେ) ସମ୍ପାଦନା

୧. ଯେଉଁ ବ୍ୟକ୍ତି —୧. Who.

[ଉ—ଅଷ୍ଟ ଦୁର୍ଗର ଯେ, ନିତି ସେ ମୋ ପାଦେ ଭଜେ କବିସୂର୍ଯ୍ୟ. କିଶୋରୀଚମ୍ପୂ ଞ. ଗୀତ]

୨. ଯାହା;ଯେଉଁ ସ୍ଥାନ, ସମୟ, ବିଷୟ ବା ବସ୍ତୁ —୨. Which.


[ଉ—ଚମ୍ପା ନାଗେଶ୍ୱର ବଉଳ କେଶର, ସେ ଫୁଲ ଫୁଟଇ କାହିଁ ? ସେ ଫୁଲ ଫୁଟଇ ସେହି ଦେଶରେ ଯେ ଦେଶ ରସିକା ନାହିଁ ତଗ] ୩ (ବହୁବଚନ

=== ସଂସ୍କୃତ - ଯତ୍ ଶବ୍ଦର ପୁଂଲିଙ୍ଗ ବହୁବଚନ)—ଯେଉଁମାନେ — Those. ଅ .—

୧. ପାଦପୂରଣାର୍ଥକ ଅବ୍ୟୟ — ୧. That; for that.

[ଉ—କଣ୍ଟାକରାଟ; କଣ୍ଟାଗଛ ମୂଳେ ପାଇଲି ଭେଟ ନାଗର? ତୁମେ ଯେ ଏଡ଼ିକ ଶଠ? ଢଗ]

୨. ନିଶ୍ଚାୟାର୍ଥକ ଅବ୍ୟୟ —୨. Too.

[ଉ— କାହାଗେ କହିବି ଶୁଣିବ କେ? ସାଆନ୍ତ ଅବୁଝା ମାରିବ ଯେ ଢଗ]

୩. ଯେବେ (ହେତ୍ୱର୍ଥକ ବା ଅପେକ୍ଷାର୍ଥକ ଅବ୍ୟୟ) —୩. (Causative); If

[ଉ—ନରସିଂହଭୋଗ ଖିରିକି, କେତେ ଅନଉଛୁ ନିରିଖି, ଫଳ ହୋଇଛି ଯେ ଖାଇବୁ? ଫୁଲ ହୋଇଛି ଯେ ନାଇବୁ? ତୁ ଯାହିଁପାଇଁ ଡହଳବିକଳ, ସାତ ଜନମରେ ପାଇବୁ ?—ଢଗ]

୪. ପଦ୍ୟରେ ଅକ୍ଷର ପୂରଣାର୍ଥ ନିରର୍ଥକ ଅବ୍ୟୟ —୪. An indeclinable used to fill up the shortage of syllables in a poetical line.

[ଉ—କାଳ ଯେ ପୁରୁଷ ତାର କରଣ ଅଟଇ ପ୍ରାଚୀ—ଶ୍ରୀ ଗୁରୁଭକ୍ତି ଗୀତା]

[ଦ୍ରଷ୍ଟବ୍ୟ — ୧ମା ବିଭକ୍ତି ୧ ବଚନ 'ଯେ'—ବହୁବଚନ 'ଯେମାନେ, ଯେଉଁମାନେ, ଯେଉଁ ସବୁ, ଯେଉଁ ଯେଉଁ ଅନ୍ୟ ବିଭକ୍ତିର ୧ ବଚନରେ ଏହାର ଆକାର 'ଯା' ଓ 'ଯାହା' ହୁଏ ଯଥା—ଯାକୁ, ଯାହାକୁ; ଯାଦ୍ୱାରା, ଯାହାଦ୍ୱାରା; ଯା ଠାରୁ, ଯାହାଠାରୁ; ଯାର, ଯାହାର; ଯାଠାରେ, ଯାହାଠାରେ]