ଯିସ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

=== ଦେଶଜ - ସର୍ବ.—(ସଂସ୍କୃତ - ଯତ୍ ଶବ୍ଦ; ଫାରାସୀ - ଓ ହିନ୍ଦୀ—ଆକାର; ୧ମା. ୧ବ.

୧. ଯାହା —୧. Which; what.

[ଉ— ଏଥୁ ଅନନ୍ତରେ ଯିସ, କହିବା ଗୋବିନ୍ଦ ରସ, ଜୟଦେବ

ଯେଉଁ ଭାଷା ପ୍ରଳାଶ ଶୁଣ ପ୍ରାଚୀ ରସବାରିଧି] 

୨. ଯେଉଁ —୨. Which.

[ଉ—କୁମର ସକଳ କଥା କହିଲା ଯିସ ବେବସ୍ଥା ପ୍ରାଚୀ. ପ୍ରତାପ. ଶଶିଶେଣା]

[ଦ୍ରଷ୍ଟବ୍ୟ —ଏ ଶବ୍ଦର ପ୍ରୟୋଗ ପୁରାତନ ଓଡ଼ିଆ (ଯଥା— ନୃସିଂହପୁରାଣ (୧) ଲେଖାରେ ଦେଖାଯାଏ, କିନ୍ତୁ ବର୍ତ୍ତମାନ ଏହାକୁ ଏହି ଆକାରରେ କେହି ବ୍ୟବହାର କରିବା ଦେଖାଯାଏ ନାହିଁ]