ଯିସ୍
ଯିସ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା=== ଦେଶଜ - ସର୍ବ.—(ସଂସ୍କୃତ - ଯତ୍ ଶବ୍ଦ; ଫାରାସୀ - ଓ ହିନ୍ଦୀ—ଆକାର; ୧ମା. ୧ବ.
- ୧. ଯାହା —୧. Which; what.
[ଉ— ଏଥୁ ଅନନ୍ତରେ ଯିସ, କହିବା ଗୋବିନ୍ଦ ରସ, ଜୟଦେବ
ଯେଉଁ ଭାଷା ପ୍ରଳାଶ ଶୁଣ ପ୍ରାଚୀ ରସବାରିଧି]
- ୨. ଯେଉଁ —୨. Which.
[ଉ—କୁମର ସକଳ କଥା କହିଲା ଯିସ ବେବସ୍ଥା ପ୍ରାଚୀ. ପ୍ରତାପ. ଶଶିଶେଣା]
[ଦ୍ରଷ୍ଟବ୍ୟ —ଏ ଶବ୍ଦର ପ୍ରୟୋଗ ପୁରାତନ ଓଡ଼ିଆ (ଯଥା— ନୃସିଂହପୁରାଣ (୧) ଲେଖାରେ ଦେଖାଯାଏ, କିନ୍ତୁ ବର୍ତ୍ତମାନ ଏହାକୁ ଏହି ଆକାରରେ କେହି ବ୍ୟବହାର କରିବା ଦେଖାଯାଏ ନାହିଁ]