ଯିବାର
ଯିବାର
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ନଷ୍ଟି; ଚ୍ୟୁତି —୧. Loss, deposition.
[ଉ—ନଳ ରାଜାଙ୍କର ରାଜ୍ୟ ଯିବାର ଶୁଣି କୃଷ୍ଣସିଂହ. ମହାଭରାତ. ବନ]
- ୨. ଯିବା ବିଷୟ — ୨. The fact of going.
[ଉ—ଦୂରୂ ମୁଁ ଯିବାର ଜାଣି ହରି କବିସୂର୍ଯ୍ୟ. କିଶୋରୀଚମ୍ପୂ ଦ. ଗୀତ]
ପ୍ରାଦେଶିକ -(ଗଞ୍ଜାମ) କ୍ରି—(ଆପଣ, ସେ, ମୁଁ, ତୁମେ) ସମ୍ପାଦନା
- ୧. ଯାଉଛନ୍ତି, ଯାଉଛି, ଯାଉଛ —Am or is are going.
- ୨. ଯିବ —Will go.
- ୩. ଯାଆନ୍ତି —Am, is or are in the habit of going.
[ଦ୍ରଷ୍ଟବ୍ୟ — ଗଞ୍ଜାମବାସୀମାନେ କ୍ରିୟା ସଙ୍ଗେ 'ର' ଯୋଗ କରି ନାନା କାଳର କ୍ରିୟା ଓ ତ୍ରିୟାବାଚକ ବିଶେଷ୍ୟ ବ୍ୟକ୍ତ କରନ୍ତି]