ଯାହା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ସର୍ବ୍ୱ.—(ସଂସ୍କୃତ - ଯତ୍ ଶବ୍ଦ, କ୍ଳୀବଲିଙ୍ଗ. ୧ବ.) ସମ୍ପାଦନା

୧. ଯେଉଁ ବିଷୟ ବା ବସ୍ତୁ —୧. Which (thing or matter).
୨. ଯାହାର; ଯେଉଁ ବ୍ୟକ୍ତିର —୨. Whose.
୩. ଯେଉଁ ବିଷୟର ବା ବସ୍ତୁର —୩. Of which

[ଦ୍ରଷ୍ଟବ୍ୟ '—ଯାହା' ଶବ୍ଦର ବହୁବଚନ ଯେଉଁମାନ 'ଯାହା' ୧ମା. ବିଭକ୍ତିରେ କେବଳ ବସ୍ତୁକୁ ବା ବିଷୟକୁ ବୁଝାଏ; କିନ୍ତୁ ଅନ୍ୟ ବିଭକ୍ତିମାନଙ୍କରେ (ଯଥା—ଯାହାକୁ ଯାହାଙ୍କୁ, ଯାହାଠାରୁ, ଯାହାଠାରେ) ବ୍ୟକ୍ତିକୁ ମଧ୍ୟ ବୁଝାଏ]

ସମ୍ପାଦନା

(ବାକ୍ୟର ପୂରଣାର୍ଥକ) ଯେ — (Conjunction) That.